Header Ads

Header ADS

ଇଚ୍ଛାଶକ୍ତି


ଦେଉଳିର ଜୀବନରେ ସରସତା, ସ୍ବାଭିମାନ ଓ ଉତ୍ତରୋତ୍ତର ବିକାଶ ଆଣିବା ଲାଗି ଆମେ ସତତ ପ୍ରୟାସୀ ୤ବୟସର ମାପକାଠିରେ ନୁହେଁ, ମୋର ପ୍ରବଳ ଇଚ୍ଛାଶକ୍ତି ଅଛି ବୋଲି ମୁଁ ଯୁବକ ୤

ମୁଁ ଚାରିଟି ‘ନି’ କୁ ପାଳନ କରିବି-ନିରୋଗ ରହିବି, ନିରାଡମ୍ବର ଜୀବନ ବିତାଇବି, ନିଷ୍ଠାପର ହେବି ଓ ନିଡର ହେବି ୤

1 comment:

Theme images by Galeries. Powered by Blogger.